କେନ୍ଦ୍ର ଜଳ ଶକ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଆଜି ସାକ୍ଷାତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସାକ୍ଷାତରେ ଭୁବନେଶ୍ୱର ଲୋକସଭାରେ ପାଇପ ଯୋଗେ ଜଳ ଯୋଗାଣ ସମ୍ୱନ୍ଧୀୟ ବିଷୟ ଆଲୋଚନା କରିଛନ୍ତି। ୨ ଲକ୍ଷ ୭୮ ହଜାର ପରିବାର ମଧ୍ୟରୁ ୧ ଲକ୍ଷ ୧୪ ହଜାର ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ।