କେନ୍ଦୁପତ୍ର ତୋଳିବାକୁ ଯାଇ ସର୍ପ ଦଂଶନରେ ମୃତ୍ୟୁ

କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଉପାନ୍ତ ଅଂଚଳ ତଣ୍ଡ ଗ୍ରାମରେ ରବିବାର ଅପରାହ୍ନ ସର୍ପ ଦଂଶନରେ ଜଣେ ୩୦ ବର୍ଷର ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି ।

ମୃତମହିଳା ଜଣକ ହେଉଛନ୍ତି ଗୁଲୁ ମୁଣ୍ଡା ଙ୍କସ୍ତ୍ରୀ ପୁଟି ମୁଣ୍ଡା ।ସୁଚନା ଅନୁଯାୟୀ ପୁଟି ଗାଁ ନିକଟକୁ ପୂର୍ବାହ୍ନ ରେ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ କୌଣସି ଏକ ବିଷଧର ସାପ ତାଙ୍କ ବାମ ଗୋଡ଼ ପୁଟିଆ କୁ କାମୁଡି ଦେଇଥିଲା ।ଫଳରେ ସେ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes