ଜବରଦଖଲକୁ ବିରୋଧ କରି ଥାନାର ଦ୍ବାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଝାରକୁମୁଡା ଗାଁରେ ଜଣେ ବ୍ୟକ୍ତି ଗାଁର ଏକ କ୍ଲବ ଘରକୁ ଜବରଦଖଲ କରି ଯେତେ କହିଲେ ମଧ୍ୟ ଶୁଣୁ ନ ଥିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ ମହିଳା ବୀରମହାରାଜପୁର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes