କେନ୍ଦୁଝର ମୁସଲିମ ସମାଜ ପକ୍ଷରୁ ଆଜି ମହାବୀର ଜୟନ୍ତୀ ଉପଲକ୍ଷେ ଥଣ୍ଡା ପାନୀୟ ବଣ୍ଟନ କରିଛନ୍ତି।
ଭାଇଚାରା ବଜାଇ ରଖିବା ପାଇଁ ସମାଜର ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ସ୍ଥାନୀୟ ସିରାଜ୍ଉଦିନ ଛକ ନିକଟରେ ସମାଜ ବହୁ ସଭ୍ୟ ଉପସ୍ଥିତ ରହି ବଣ୍ଟନ କରିଥିଲେ।
Credible Local News of Odisha