କେନ୍ଦୁଝରରେ କାଳବୈଶାଖୀ ପ୍ରଭାବ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଂଚଳରେ ଆଜି ଅପରାହ୍ନରେ କାଳବୈଶାଖୀର ତାଣ୍ଡବରେ ବିଭିନ୍ନ ସ୍ଥାନରେ ଘରଗୁଡିକର ଛପର ଏବଂ ଆଜବେଷ୍ଟର ଉଡିଯାଇଥିବା ବେଳେ ରାସ୍ତା ଘାଟରେ ଗଛ ପଡି ରାସ୍ତା ଅବରୋଧ ହେବା ଫଳରେ ଯାନ ବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

ବିଭିନ୍ନ ସ୍ଥାନରେ ଗଛ ପଡିଥିବାରୁ ବିଦ୍ୟୁତ ସରବରାହ ବ୍ୟାଘାତ ସୃଷ୍ଟି ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes