ସମ୍ପତ୍ତି ବିବାଦରୁ ଆକ୍ରମଣ, ଜଣେ ମୃତ, 2 ଗୁରୁତର

ବରଗଡ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଠାରେ ସମ୍ପତ୍ତି ବିବାଦକୁ ନେଇ ଆଜି ଅପରାହ୍ନରେ କେତେକ ସମ୍ପର୍କୀୟ ଘରେ ପଶି ଆକ୍ରମଣ କରିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡିଛି l

ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes