କେନ୍ଦୁଝରରେ ଏବିଭିପି ପକ୍ଷରୁ ବିଭିନ୍ନ ଦାବିରେ ଧାରଣା

କେନ୍ଦୁଝର ଜିଲ୍ଲାରେ ଥିବା କଲେଜରେ ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ, ସେମିଷ୍ଟାର ପରୀକ୍ଷାଫଳ ୪୫ ଦିନରେ ପ୍ରକାଶ କରିବା, କଲେଜମାନଙ୍କ ଜମି କଲେଜ ନାମରେ କରିବା, ଫିକୁ ନିୟନ୍ତ୍ରଣ, କ୍ରୀଡା, ଜନଜାତି ଓ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ଅଣଛାତ୍ରଙ୍କୁ କଲେଜ୍ ପ୍ରବେଶ ନିଷେଧ, ଇସ୍ପାତ କାରଖାନା ପ୍ରତିଷ୍ଠା, ନିଯୁକ୍ତି ସୁଯୋଗ ଆଦି ଦାବିରେ ଏବିଭିପି କେନ୍ଦୁଝର ଜିଲ୍ଲା ପକ୍ଷରୁ ଏକ ରାଲିରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ଆଗରେ ଧାରଣାରେ ବସିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes