ମୋ ବସ୍‌ରେ ଯାତ୍ରୀଙ୍କ ଠାରୁ ୫୦ ହଜାର ଚୋରି

୧୮ନଂ ରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର।

ବିବାହିତ ଝିଅ ପାଇଁ ଶାଢ଼ୀ କିଣିବାକୁ ଆସିଥିବା ବେଳେ ଚୋରି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes