କୃଷି ବିଭାଗ ପକ୍ଷରୁ ମିଳିତ ସ୍କ୍ୱାଡ ଗଠନ

ଜିଲ୍ଲାରେ ଖରିଫ ଫସଲର ସ୍ଥିତି, ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀର ଯୋଗାଣ ଓ ବିକ୍ରି ସମେତ ଚାଷୀ ମାନଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ 6 ଟି ମିଳିତ ସ୍କ୍ୱାଡ ଗଠନ କରାଯାଇଛି l
ପ୍ରତି ସ୍କ୍ୱାଡ ପାଞ୍ଚଟି ଲେଖାଏଁ ଜିଲ୍ଲା ପରିଦର୍ଶନ କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes