କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରରୁଆଗୁଡ଼ା ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ମୃତକଙ୍କ ନାମ ଜତିନ୍ଦ୍ର ମହାନ୍ତ ବୋଲି ଜଣା ପଡ଼ିଛି। ସେ ବିଲରୁ ଫେରୁଥିବା ବେଳେ ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ଆହତଙ୍କ ନାମ କୁନି ନାୟକ ବୋଲି ଜଣାପଡିଛି।