କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ସକାଳ ୬ଟାରୁ ଅପରାହ୍ନ ୧୨ ଯାଏଁ ବନ୍ଦ ଡାକରା ଦେଇଛି କୁଡୁମୀ ସେନା।

କୁଡୁମୀ ସମ୍ପ୍ରଦାୟକୁ ପୁନଃ ଏସ୍‌ଟି ତାଲିକାଭୁକ୍ତ କରିବା ଦାବି କରିଛି ସେନା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes