ମହିଳାଙ୍କଠୁ ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଓସ୍କାର ସିଟି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ମହିଳା ଜଣକ ଆଜି ଭୋରୁ ଫୁଲ ତୋଳିବାକୁ ଯାଉଥିବା ବେଳେ ସୁନା ଚେନ୍‌ ଭିଡି ନେଇଥିଲେ ଦୁର୍ବୃତ୍ତ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes