କିସିଣ୍ଡା ପୁଲିସ ଦ୍ୱ।ରା ୧୧ ଟନ୍ ମହୁଲ ଫୁଲ ଜବତ

ଆଜି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ପୁଲିସ ବିନା ଲାଇସେନ୍ସରେ ମହୁଲର ବେଆଇନ ପରିବହନକୁ ଚିହ୍ନଟ କରି ୧୧ ଟନ୍ ମହୁଲ ଫୁଲ, ଗୋଟିଏ ଟ୍ରକ୍ ଏବଂ ଟାଟା ପିକଅପ୍ ଜବତ କରିଛି |

ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ଏସପି ସୁଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes