ବିଡ଼ିଓଙ୍କୁ ବିଧାୟକଙ୍କ ମାଡ଼ ଅଭିଯୋଗ, ତଦନ୍ତ ଜାରି

ଦେବଗଡ଼ ଜିଲ୍ଳାର ତିଳେଇବଣି ବ୍ଲକ ବିଧାୟକ କୃଷ୍ଣଚନ୍ଦ୍ର ଦଳପତି ଛେପଲିପଲ୍ଲୀ ପଞ୍ଚାୟତର ଭାଲିଆଗୁଡ଼ି ଗ୍ରାମକୁ ଏକ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ତାଙ୍କୁ ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକ ସୁବାଷ ପ୍ରାଣିଗ୍ରାହୀ ଓ ତାଙ୍କ ସହଯୋଗୀ ମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଅପରପକ୍ଷରେ ବିଡ଼ିଓ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ବିଧାୟକଙ୍କ ପକ୍ଷରୁ ଅଭିଯୋଗ ହୋଇଛି l

ଏ ନେଇ ଦୁଇଟି ମାମଲା ରୁଜୁ ପରେ ତଦନ୍ତ ଚାଲିଥିବା କହିଛନ୍ତି ଦେବଗଡ଼ ଏସପି l ବିଧାୟକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes