କିଶୋରନଗର ଡେ‐କେୟାର କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ତର

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ କିଶୋରନଗର ଠାରେ ଗୋଟିଏ ଡେ‐କେୟାର କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୨୩.୯୦ଲକ୍ଷ ରହିଛି। ଆଶାୟୀ ଜୁନ ମାସ ୦୪ ତାରିଖ ଯାଏ ବିଡ ଦାଖଲ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes