ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କର ଠାରେ ହରିଶଙ୍କର ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଳନ ପରେ ପଡ଼ିଥିବା ଅଳିଆ ଆବର୍ଜନା ବରିଷ୍ଠ ପ୍ରଶାସନିକ ଅଧିକାରୀ ପାଟଣାଗଡ ଉପଜିଲ୍ଲାପାଳ,ସହକାରୀ ଜିଲ୍ଲାପାଳ,ଖପ୍ରାଖୋଲ ବି.ଡି.ଓ ଓ ଅନ୍ଯାନ୍ଯ ଅଧିକାରୀ ଝାଡୁ ଧରି ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଛି।