କାଳିଆରେ ସାମିଲ ପାଇଁ ସଦାଶିବଙ୍କ ଅନୁରୋଧ

ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ ଖଟଲାଗୁଡା ଗ୍ରାମର ସଦାଶିବ ସୌରା ଜଣେ ଚାଷୀ କାଳିଆ ଯୋଜନାରେ ସାମିଲ କରାଯାଇ ଥିଲା ୨୫/୦୧/୨୦୧୯ ରେ ସେ ପ୍ରଥମ କାଳିଆ ପଇସା ପାଇଥିଲେ କିନ୍ତୁ ତାପରେ ଆଉ ପାଉ ନଥିବା ସେ କହିଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes