କାର୍ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କୋରାପୁଟ ଜିଲ୍ଲା ଲମତାପୁଟ ଚାଣ୍ଡୁଆ ଗାଁକୁ ଫେରୁଥିବା ବେଳେ କଟ୍ରାଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

କ୍ଷତିପୂରଣ ଦାବିରେ ଲମତାପୁଟ- ଜୟପୁର ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes