ଭିନ୍ନକ୍ଷମ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ସୋନପୁର କଲାପଥର ସ୍ଥିତ ଜିଲ୍ଳା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଶୁଶ୍ରୀ କୂମଦିନୀ ମୂଦୁଳି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଏ଼ଡି଼ଏମ଼୍ଓ ପି଼ ଏଚ,ଓ ବରିଷ୍ଠ ଆଇନଜୀବୀ େଗୗରୀଶ୍ୟାମ ପଣ୍ଡା ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତମ ଚରଣ ଦେହୁରୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଉପ ସଭାପତି ହରିନାରାୟଣ ତ୍ରୀପାଠି ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେବିଦ୍ୟାଳୟ ର ସମସ୍ତକର୍ମଚାରୀମାନେ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes