କାମାକ୍ଷାନଗରରେ 24 ଘଣ୍ଟାରେ 115.1 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ 115.1, ଅଳତୁମାରେ 99.8, ହିନ୍ଦୋଳରେ 80.3, ପରଜଙ୍ଗରେ 52 ଏବଂ ଭୁବନରେ 45.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes