କାଞ୍ଜିପାଣି ଘାଟିରେ ନିଆଁ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଞ୍ଜିପାଣି ଘାଟି ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ବ୍ୟାପକ ଜଙ୍ଗଲ ପୋଡ଼ି ଯାଇଛି।

ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଏଭଳି ନିଆଁ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି। ଫଳରେ ମୂଲ୍ୟବାନ ଗଛ ଲତା ନଷ୍ଟ ହେଉଛି। ପୋଡୁ ଚାଷ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ନିଆଁ ଲାଗୁଥିଲେ ହେଁ ବନ ବିଭାଗ ବନବାସୀଙ୍କୁ ସଚେତନ କରିବାରେ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେଉଥିବା ପରିବେଶବିତମାନେ ମତବ୍ୟକ୍ତ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes