ମଞ୍ଚାବନ୍ଧାରେ କାର ଦୁର୍ଘଟଣା ଡାକ୍ତର ଗୁରୁତର

ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପକଣ୍ଠ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ କାର ଦୁର୍ଘଟଣାରେ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇଛନ୍ତି।

ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡ଼ିକାଲକୁ ନିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes