କମିରା ଗ୍ରାମରେ ଅମୃତ ସୋରବର ପାଇଁ ଭୂମିପୂଜନ ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମର ବାଗମାରୀ ବନ୍ଧ ଠାରେ ଅମୃତ ସୋରବର ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି l

ତେବେ ଏହି କାର୍ଯ୍ୟକ୍ରମରେ କମିରା ସରପଞ୍ଚ ଅନୁସୟା ପଧାନ ଫିତା କାଟି କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମରେ ଅଂଚଳର ବହୁ ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes