କବାଟବନ୍ଧ ଠାରେ ଜଳଛତ୍ର ଶୁଭାରମ୍ଭ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଠାରେ ଆଜି ଯୁବ ବିଜେଡି ତରଫରୁ ଜଳଛତ୍ର ଖୋଲା ଯାଇଛି।

ପ୍ରଚଣ୍ଡ ଖରା ହେବାରୁ ଯିବା ଆସିବା କରୁଥିବା ଲୋକମାନଙ୍କ ପାଇଁ ଜଳଛତ୍ର ସେବା ଆରମ୍ଭ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes