ବୌଦ୍ଧରେ ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

ବୌଦ୍ଧ ଜିଲ୍ଲା ପ୍ରଶିକ୍ଷଣ କକ୍ଷରେ ଆଜି ବିଶ୍ବ ମ୍ୟାଲେରିଆ ଦିବସ ପାଳିତ ହୋଇଛି।

ଏଥିରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାସ ଓ ବିଭିନ୍ନ ସ୍ବାସ୍ଥ୍ୟ କର୍ମୀ, ପରାମର୍ଶ ଦାତା, ପ୍ରଭାନ୍ଧକ ଓ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes