କନ୍ୟାଶ୍ରମର ଆଉ ୫ ଅନ୍ତେବାସୀ ଅସୁସ୍ଥ

ସୋର ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଜଣ ଅନ୍ତେବାସୀ ଅସୁସ୍ଥ ହୋଇଛନ୍ତି।

୫ ଅସୁସ୍ଥ ଅନ୍ତେବାସୀଙ୍କୁ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ହୋଇଥିବା ବେଳେ ସୋର ମେଡିକାଲ୍‌ରେ ୧୪ ଅନ୍ତେବାସୀଙ୍କର ଚିକିତ୍ସା ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes