କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍‌

ଅନୁଗୁଳ ତହସିଲ ଅଫିସ ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳଙ୍କୁ ୩ ବର୍ଷ ଜେଲ୍‌ ସହ ଜରିମାନା ଦଣ୍ଡାଦେଶ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

୨୦୧୭ରେ ଲାଞ୍ଚ ନେଇ ଧରାପଡିଥିଲେ ପଙ୍କଜିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes