ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଘବେଡା ଜଙ୍ଗଲରୁ OAPF ଯବାନ ରତିରାମ ଗଣ୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି।

ରାଇଘର ଥାନାରେ କାର୍ଯ୍ୟରତ ଥିଲେ ରତିରାମ। ସେ କାଲିଠୁ ନିଖୋଜ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes