କଟକ ଓ ଅନୁଗୁଳ ଜିଲ୍ଲାରେ ହେବ 9 ଟି ଉଠାଜଳସେଚନ ପ୍ରକଳ୍ପ

କଟକନୋ ଅନୁଗୁଳ ଜିଲ୍ଲାରେ ମହାନଦୀ ଓ ବ୍ରାହ୍ମଣୀ ନଦୀରୁ 9 ଟି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳ ଉତ୍ତୋଳନ କରି 14.432 ହେକ୍ଟର ଜମିକୁ ଜଳସେଚନ କରିବା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି l
ଏଥିପାଇଁ 431 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର କାମ 36 ମାସରେ ଶେଷ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes