ଯାଜପୁର ଓ କେନ୍ଦ୍ରାପଡ଼ାରେ ହେବ 9 ଟି ଉଠାଜଳସେଚନ ପ୍ରକଳ୍ପ

ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବୈତରଣୀ, ଖରସୁଆଁ ଓ କାଣୀ ନଦୀରୁ 9ଟି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ 12,914 ହେକ୍ଟର ଜମିକୁ ଜଳସେଚନ ପ୍ରସ୍ତାବକୁ ଆଜି କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି l
ଏଥିପାଇଁ 366 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର କାମ 36 ମାସରେ ଶେଷ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes