କଟକରେ ଜଳିଗଲା ବସ

କଟକ ଲିଙ୍କ ରୋଡ଼ ଭାରତ ପେଟ୍ରୋଲ ପମ୍ପ ସମ୍ନାରେ ଘଟିଛି ଏହି ଘଟଣା ।

ଏ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବସ୍‌ରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes