ଆମେରିକା ଫେରନ୍ତା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର ଶାନ୍ତିପଡ଼ାରେ ଜଣେ ଆମେରିକା ଫେରନ୍ତା ପିଏଚଡି ଛାତ୍ରୀଙ୍କ ସନ୍ଦେହଜଣକ ଭାବେ ମୃତ୍ୟୁ ଘଟିଛି |

ଆଜି ତାଙ୍କ ଘରୁ ଶବ ଉଦ୍ଧାର ହୋଇଛି | ମୃତକଜଣଙ୍କ ହେଲେ ନିହାରିକା ଦଳପତି | ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes