ଓଲଟିଲା ପିକଅପ୍‌; ଜଣେ ମୃତ, ୧୩ ଆହତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ବଇଡ଼ା ରାସ୍ତାରେ ଦୁର୍ଘଟଣା ଘଟିଛି।

୧୩ ଆହତଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ସମସ୍ତ ମୃତାହତ ଖୋର୍ଦ୍ଧା ବାଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes