ସିନେମା ଦେଖିଲେ କେନ୍ଦ୍ରମନ୍ତ୍ରୀ ଓ ମହାରାଜା

ସତ୍ୟ ଘଟଣା ଉପରେ ଆଧାରିତ “The Kerala Story”ସିନେମାକୁ ବାରିପଦା ସ୍ଥିତ ରକ୍ସି ସିନେମା ହଲ ରେ ଦେଖିଲେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ଵେଶ୍ୱର ଟୁଡୁ ଏବଂ ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏହି ଚଳଚିତ୍ର ଦେଖି କହିଥିଲେ ଚଳଚିତ୍ର ଟି ବହୁ ଉଚ୍ଚ କୋଟିର ହୋଇଥିବା ବେଳେ ଏହା ଆଗାମୀ ଦିନରେ ଯୁବତୀ ମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବ ଏବଂ ଏହି ଚଳଚିତ୍ର କୁ ସମସ୍ତେ ଦେଖିବା ଦରକାର ବୋଲି ନିଜର ମତ ରଖିଥିଲେ। ସିନେମା ଦେଖିବା ପାଇଁ ହଲରେ ବହୁ ଭିଡ ଲାଗିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes