ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୨୫ ଗୋରୁର ମୃତ୍ୟୁ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଟାପାଯୋଡ଼ି ଗାଁରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଗୋରୁ ବୋଝେଇ କଣ୍ଟେନର ଓଲଟି ପଡ଼ିଛି।

ଦୁର୍ଘଟଣା ସ୍ଥଳରେ ୨୫ ଗୋରୁର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes