ପୋଖରୀରେ ବୁଡ଼ି ୩ ଶିଶୁ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ପୋଖରୀରେ ବୁଡ଼ି ୩ ଶିଶୁର ମୃତ୍ୟୁ ଘଟିଛି।

ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ଯାଇଥିଲେ ୩ ଶିଶୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes