ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ ଆସୋସିଏସନ ପ୍ରତିଷ୍ଠା ଦିବସ

ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ ଆସୋସିଏସନ ପକ୍ଷରୁ 78ତମ ପ୍ରତିଷ୍ଠା ଦିବସ ଓ ପ୍ଲାଟିନମ ଜୁବଲି ୱେଲକମ ଉତ୍ସବ ଆଜି ଓଡ଼େଶା ଭବନରେ ପାଳିତ ହୋଇଯାଇଛି l

ଏହି ଅବସରରେ ଅନୁଷ୍ଠାନର ମାସିକ ଜର୍ଣ୍ଣାଲ ମୁଖଶାଳା ଉନ୍ମୋଚିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ମହେଶ ସାହୁ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes