ଜାଲୋଏ ବନାଞ୍ଚଳରେ ଯୋଗଦେଲେ ନୂତନ ବନପାଳ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ରେ ଆଜି ଜଗବନ୍ଧୁ ବାରିକ ନୂତନ ବନପାଳ ଭାବରେ ଯୋଗଦାନ କରିଛନ୍ତି ।

ଏହା ପୂର୍ବରୁ ସେ ସୂବର୍ଣ୍ଣପୁରରେ କାର୍ଯ୍ୟରତ ଥିଲେ ।ଯୋଗଦାନ ପରେ ସେ ଜଙ୍ଗଲ ସୁରକ୍ଷା ସହ ବଣ୍ୟ ଜନ୍ତୁଙ୍କ ସୁରକ୍ଷା କୁ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes