ଆଜି ପ୍ରକାଶ ପାଇଥିବା ଚଳିତ ବର୍ଷର ଓଜେଇଇ ଫଳ ଅନୁଯାୟୀ ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ, ଏମସିଏରେ ଈଶାନ୍ତ କୁମାର ନାୟକ, ବି. ଫାର୍ମରେ ଅରୂପ ପଣ୍ଡା, ଏମ. ଫାର୍ମରେ ସଚିନ ନାୟକ, ଏମ. ଆର୍କରେ ସୃଷ୍ଟି ନଙ୍ଗାଲିଆ, ଏମଟେକ ଇଲେକ୍ଟ୍ରୋନିକ୍ସରେ ପଙ୍କଜ କୁମାର, ଏମଟେକ ସିଭିଲ ଇଞ୍ଜିନିୟରିଙ୍ଗରେ ସଂଜୀବ କୁମାର ପ୍ରଧାନ ଏମଟେକ ଇଲେକଟ୍ରିକାଲରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି l