ପ୍ରକାଶ ପାଇଲା ଚଳିତ ବର୍ଷର ଓଜେଇଇ ରେଜଲ୍ଟ

ଗତ 4 ରୁ 8 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଓଜେଇଇ ଫଳ ଆଜି ପ୍ରକାଶ ପାଇଛି ଏବଂ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଏହା ଘୋଷଣା କରିଛନ୍ତି l www.ojee.nic.in ରେ ଫଳ ଦେଖିହେବ l
12 ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶିତ ହୋଇଛି l ଚଳିତ ବର୍ଷ 47 ହଜାର 761 ଜଣ ପରୀକ୍ଷା ଦେଇଥିବା ବେଳେ 47 ହଜାର 729 ଜଣଙ୍କୁ ରାଙ୍କ ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes