ଏମ ରାମପୁର ଗସ୍ତରେ ଆସି ବିଭିନ୍ନ ସମସ୍ୟା ବୁଝିଲେ ମନ୍ତ୍ରୀ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ଗସ୍ତରେ ଆସି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ବିଧାୟକ ଭୂପିନ୍ଦର ସିଂ,ବ୍ଳକ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes