ଏବିଭିପି ପକ୍ଷରୁ ବିଦ୍ୟାର୍ଥୀ ଦିବସ ପାଳିତ

ଭଦ୍ରକ ଜିଲ୍ଲା ବାସୁଦେବପୁର ନଗରରେ ଏବିଭିପିର ୭୪ ତମ ଜନ୍ମତିଥି ପାଳନ ହୋଇଛି।

ଛାତ୍ର ଶକ୍ତି: ରାଷ୍ଟ୍ର ଶକ୍ତି, ଭାରତ ମାତା କି ଜୟର ନାରା ପତାକା ଉତ୍ତୋଳନ କରିବା ସହିତ ଆଜି ବିଦ୍ୟାର୍ଥୀ ପରିଷଦର ଜନ୍ମତିଥି ପାଳନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes