ବିନିକାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଜୀବନଯାତ୍ରା ବ୍ୟାହତ

ଆଜି ଦିନ ୧୨ଘଣ୍ଟା ଠାରୁ ବିନିକା ସହର ସମେତ ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ତୁହାକୁ ତୁହା ପ୍ରବଳ ବର୍ଷା ଜାରି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି ।

ରାସ୍ତାରେ ପାଣିର ସୁଅ ଛୁଟୁ ଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଗାଡ଼ି ମଟର ଆଂଶିକ ଭାବେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes