ଏନ୍ଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ମୋହନା ବନ୍ଦ

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୩୨୬ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଦୋକାନ ବଜାର ବନ୍ଦ ସହ ଯାତାୟାତ ପ୍ରଭାବିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes