ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା

ଆଠଗଡ଼ ଝୁଲାପୋଲ ନିକଟରେ ବଡ଼‌‌ ଏଲ୍ଇଡି ଟିଭିର ବ୍ୟବସ୍ଥା କରାଯିବ, ଝୁଲାପୋଲ ନିକଟରେ ଶ୍ରଦ୍ଧାଳୁମାନେ ଏଲ୍ଇଡି ଟିଭିରେ ଧବଳେଶ୍ୱରଙ୍କ ଦର୍ଶନ କରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ। ଉଲ୍ଲେଖଯୋଗ୍ୟ, ଦୁର୍ବଳ ଝୁଲା ପୋଲ ପାଇଁ ଧବଳେଶ୍ୱରରେ ୧୪୪ ଧାରା ଜାରି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes