ଡମ୍ଫର ଧକ୍କାରେ ମାଆ ମୃତ; ପୁଅ ଓ ପୁତୁରା ଗୁରୁତର

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଏନ୍ଏଚ୍ ୧୬ ଭେଲୋରା ନିକଟରେ ଏହି ଦୁର୍ଘଟଣା ଘଟିଛି।

ଗୋଟିଏ ବାଇକରେ ମାଆ, ପୁଅ ଓ ପୁତୁରା ଯାଉଥିଲେ। ସ୍ଥାନୀୟ ଲୋକ ଡ୍ରାଇଭରକୁ ଅଟକ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes