ଏତେ କୁକୁର କୁଆଡ଼େ ନେବୁ: ମେୟର

ବୁଲା କୁକୁର ଉଠାଇବା ପାଇଁ ମନ୍ତ୍ରୀଙ୍କ ଟ୍ବିଟ ପରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଚିନ୍ତା ପ୍ରକଟ କରି କହିଛନ୍ତି, ଏତେ କୁକୁର କୁଆଡ଼େ ନେବୁ, କୁକୁର ସଂଖ୍ୟା କମାଇବାକୁ ବନ୍ଧ୍ୟାକରଣ ଏକମାତ୍ର ଉପାୟ।

୨୦୧୨ରୁ ୨୨ ମଧ୍ୟରେ କୁକୁର ସଂଖ୍ୟା ୨ ଗୁଣା ହୋଇଛି, ମାସିକ ଭୁବନେଶ୍ବରରେ ୩୦୦ରୁ ୫୦୦ କୁକୁର ବନ୍ଧ୍ୟାକରଣ ହେଉଛି, କୁକୁର ନେଇ କୁଆଡ଼େ ଫିଙ୍ଗି ପାରିବୁନି, ସଂଖ୍ୟା କମେଇ ନିୟନ୍ତ୍ରଣ କରିବୁ ବୋଲି ମେୟର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes