ଜିଲ୍ଲାପାଳ ମନୀଷା ବାନାର୍ଜୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି ସିଡିଏମ୍ଓ ଚାରୁବାଳା ରଥ।
ଏକ ଟେଣ୍ଡର ବିଷୟକୁ ନେଇ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ସଂପର୍କରେ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି,ଚିଠି ପଢ଼ିନି, ତେଣୁ କିଛି କହିପାରିବିନି, ତାଙ୍କର ସବୁ ଅଧିକାର ଅଛି, ସେ ଯାହା କିଛି ବି ଲେଖିପାରିବେ।