ଏଣିକି ପୋଷା ଜନ୍ତୁ ରଖିବା ପାଇଁ ବିଏମସିର ଅନୁମତି ନେବାକୁ ପଡ଼ିବ।
ଏହା ସହ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏନେଇ ଗାଇଡ୍ଲାଇନ୍ ଆଣିବ ବିଏମସି। ପୋଷା ଜନ୍ତୁ ଅନ୍ୟର କ୍ଷତି ଯେଭଳି ନ ପହଞ୍ଚାଏ ଅଣ୍ଡରଟେକିଂ ଦେବାକୁ ପଡ଼ିବ।