ରାସ୍ତା ସଂପ୍ରସାରଣ ପାଇଁ ହାତିଆଶୁଣି ବସ୍ତିରେ ଉତ୍ତେଜନା

ଭୁବନେଶ୍ବର ସାଲିଆ ସାହି ହାତିଆଶୁଣି ବସ୍ତିରେ ରାସ୍ତା ସଂପ୍ରସାରଣ ନେଇ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି।

ଏହି ସମୟରେ ପୁଲିସ ସହ ଜନତା ମୁହାଁମୁହିଁ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes